ପିପିଲି ୧୩ ବର୍ଷୀୟ ନାବାଳିକା ଅପହରଣ ଅଭିଯୋଗ ଘଟଣାରେ ନୂଆ ମୋଡ଼ । ନାବାଳିକା ଅପହରଣ ପଛରେ ଜମିଜମା ବିବାଦ ଥିବା ନାବାଳିକାଙ୍କ ପରିବାର ପକ୍ଷରୁ ପିପିଲି ଥାନାରେ ଲିଖିତ ଅଭିଯୋଗ ହୋଇଥଲା ବେଳେ ଅଭିଯୁକ୍ତର ସାନଭାଇ ଏହାକୁ ସମ୍ପୂର୍ଣ୍ଣ ପ୍ରେମଜନିତ ବୋଲି କହିଛନ୍ତି।
#Puri #Pipili #MinorGirl #kidnappingcase #newtwist #Odisha #ArgusNews